Jump to content

ରଂହତି

ଉଇକିଅଭିଧାନ‌ରୁ

ରଂହତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରଂହଧାତୁ ବା ରମ୍ ଧାତୁ+କରଣ ବା ଭାବ. ତି; ନିପାତନ)

[ସମ୍ପାଦନା]
୧. ବେଗ; ଗତିର ଶୀଘ୍ରତା — ୧. Speed; velocity.
୨. ରଥର ବେଗ — ୨. The speed of a chariot (Apte).