ରଇତାନ୍

ଉଇକିଅଭିଧାନ‌ରୁ

ରଇତାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ରଇତିଆ, ରଇତିଆନି—ଦେଶଜ - ବିଶେଷଣ - ରୂପ)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି—(ଆରବୀ - ରାୟାତାନ୍, ବହୁବଚନ)[ସମ୍ପାଦନା]

ରଇତମାନେ; ରଇତ ମଣ୍ଡଳୀ —Rayats; a body of rayats.

ବିଶେଷଣ -[ସମ୍ପାଦନା]

୧. ରଇତଦ୍ୱାରା ଅଧିକୃତ (ଭୂମି) — ୧. Held by a rayat.
୨. ରଇତି; ରଇତ ସମ୍ୱନ୍ଧୀୟ —୨. Relating to a rayat.

(ଯଥା—ରଇତାନି ଖତିଆନ)