ରଇଶୁଆ

ଉଇକିଅଭିଧାନ‌ରୁ

ରଇଶୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ରଇଶୋଇ—ସ୍ତ୍ରୀ] 

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷଣ - ପୁଲିଙ୍ଗ -

(ଗାଳି; ଯେ ରଇରେ ବା ଚିତାଗ୍ନିରେ ଶୋଭବ)—ଯେ ଶୀଘ୍ର ଚିତାଗ୍ନିରେ ଶୋଇବ (ଅର୍ଥାତ୍ ମରିବ) —(a curse) (a person) Who will Soon sleep on the cremation pyre.