ରଇ ଜଳାଇବା
ରଇ ଜଳାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
[ରଇ ଲଗା (ଗେ) ଇବା—ଅନ୍ୟରୂପ]
ଅନୁବାଦ[ସମ୍ପାଦନା]
ରଇ ଜଳାଇବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଚିତାଗ୍ନିର ପ୍ରଜ୍ୱଳନ କରିବା —୧. To set fire to the funeral pyre.
- ୨. କାଠଗଦା କରି ତହିଁରେ ନିଆଁ ଲଗାଇବା —୨. To set fire to a heap of wood.
- ୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର କ୍ରୋଧାଗ୍ନି ଉଦ୍ଦୀପ୍ତ ହେବାର କାରଣ ହେବା — ୩. (figurative) To cause a person's wrath; to exasperate a person.