ରଇ ଜଳିବା
ଦେଖଣା
ରଇ ଜଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଇ ଜଳିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚିତାଗ୍ନିର ପ୍ରଜ୍ୱଳନ —୧. The burning of the funeral pyre.
- ୨. କାଠଗଦା ଜଳିବା —୨. The burning of a heap of wood.
- ୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ମନରେ (ଚିତାଗ୍ନିପରି) କ୍ରୋଧାଗ୍ନି ଜଳିବା — ୩. (figurative) The burning of a person with anger; a person becoming much enraged or exasperated.