ରଓ ଆନା

ଉଇକିଅଭିଧାନ‌ରୁ

ରଓ ଆନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ରବାନା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ରବାନା)[ସମ୍ପାଦନା]

୧. ରମାନା; ଅନ୍ୟତ୍ର ଗମନାର୍ଥ କୌଣସି ସ୍ଥାନ ତ୍ୟାଗ; ଯାତ୍ରା — ୧. Starting from a place.
୨. ଦ୍ରବ୍ୟାଦିର ଚାଲାଣ; ସ୍ଥାନାନ୍ତର ପ୍ରେରଣ — ୨. The sending of a thing from one place to another.

[ଦ୍ରଷ୍ଟବ୍ୟ —ଏହି ଆରବୀ 'ରବାନା' ଶବ୍ଦରୁ ଆରବୀ 'ପରବାନା' (ଅର୍ଥାତ୍ ପ୍ରେରିତ ଆଦେଶ) ଶବ୍ଦର ଉତ୍ପତ୍ତି]