ରକଟା

ଉଇକିଅଭିଧାନ ରୁ
Jump to navigation Jump to search

ରକଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


(ରେକଟା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମଜ୍ଜା ହୋଇ ନ ଥିବା ଅଇଁଠା ବାସନରେ ଲାଗି ରହିତିଥିବା ଭୁକ୍ତ ଅନ୍ନାଦିର ଶୁଷ୍କ ଓ ଟାଣୁଆ କଣା — ୧. Dried and hardened particles of rice and food Which remain sticking to a plate after it is used in a meal and before it is well rinsed.
୨. ଟାଣ ବସ୍ତୁକ୍ତ (ଯଥା—ମାଂସ ଲାଗିଥିବା ହାଡ଼) ଧୀରେ ଧୀରେ ଦାନ୍ତରେ ଚୋବାଇବା ବା ରେକେଟିବା କର୍ମ ୨. The act of chewing or nibbling at a hard thing with the teeth.

[ଦ୍ରଷ୍ଟବ୍ୟ —ହାଡ଼ରୁ ମାଉଁସକୁ ଧୀରେ ଧୀରେ ଅଥଚ ବଳପୂର୍ବକ ଦାନ୍ତରେ ଚୋବାଇବାକୁ ର(ରେ) କଟା ବା ର(ରେ) କଟିବା ବୋଲା. ଯାଏ ]

ବିଶେଷଣ -[ସମ୍ପାଦନା]

୧. (ଖାଇବାରେ ବ୍ୟବହୃତ ଅମଜ୍ଜା ବାସନ) ଯହିଁରେ ଭକ୍ତି ଖାଦ୍ୟାଦିର ଶୁଷ୍କକଣାମାନ ଦୃଢ଼ ଭାବରେ ଲାଗିଥାଏ —୧. (uncleaned plates) To Which particles of food remain sticking.

[ଦ୍ରଷ୍ଟବ୍ୟ — ଖାଇବା ବା ପରଷିବା ବାସନକୁ ସଙ୍ଗେ ସଙ୍ଗେ ଧୋଇ ନ ଦେଲେ ତହିଁର ଅଙ୍ଗରେ ଭୁକ୍ତ ଅନ୍ନାଦିର କଣାମାନ ଲାଗିରହି ଶୁଖିଗଲେ କର୍କଶ ହୋଇଯାଏ ଓ ଉକ୍ତ ରକାଟକୁ ବାସନରୁ ଛଡ଼ାଇବା ପାଇଁ ବାସନକୁ କିଛିକାଳ ପାଣିରେ ବତୁରାଇବାକୁ ହୁଏ]

୨. ଅତି ଟାଣୁଆ —୨. Very hard.
୩. ସ୍ୱର୍ଶ କଲେ ଯାହା କର୍କଶ ଜଣାଯାଏ —୩. Rough. to touch.
୪. ମଳଯୁକ୍ତ; ମଳିଆ — ୪. Dirty.

ପ୍ରାଦେଶିକ - (ସମ୍ୱଲୁପୁର ଓ ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

କୋଳଥ —Horse-gram; Dolichos Biflorus.