ରକଟା
ଦେଖଣା
ରକଟା
ଉଚ୍ଚାରଣ
[ସମ୍ପାଦନା](ରେକଟା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମଜ୍ଜା ହୋଇ ନ ଥିବା ଅଇଁଠା ବାସନରେ ଲାଗି ରହିତିଥିବା ଭୁକ୍ତ ଅନ୍ନାଦିର ଶୁଷ୍କ ଓ ଟାଣୁଆ କଣା — ୧. Dried and hardened particles of rice and food Which remain sticking to a plate after it is used in a meal and before it is well rinsed.
- ୨. ଟାଣ ବସ୍ତୁକ୍ତ (ଯଥା—ମାଂସ ଲାଗିଥିବା ହାଡ଼) ଧୀରେ ଧୀରେ ଦାନ୍ତରେ ଚୋବାଇବା ବା ରେକେଟିବା କର୍ମ ୨. The act of chewing or nibbling at a hard thing with the teeth.
[ଦ୍ରଷ୍ଟବ୍ୟ —ହାଡ଼ରୁ ମାଉଁସକୁ ଧୀରେ ଧୀରେ ଅଥଚ ବଳପୂର୍ବକ ଦାନ୍ତରେ ଚୋବାଇବାକୁ ର(ରେ) କଟା ବା ର(ରେ) କଟିବା ବୋଲା. ଯାଏ ]
ବିଶେଷଣ -
[ସମ୍ପାଦନା]- ୧. (ଖାଇବାରେ ବ୍ୟବହୃତ ଅମଜ୍ଜା ବାସନ) ଯହିଁରେ ଭକ୍ତି ଖାଦ୍ୟାଦିର ଶୁଷ୍କକଣାମାନ ଦୃଢ଼ ଭାବରେ ଲାଗିଥାଏ —୧. (uncleaned plates) To Which particles of food remain sticking.
[ଦ୍ରଷ୍ଟବ୍ୟ — ଖାଇବା ବା ପରଷିବା ବାସନକୁ ସଙ୍ଗେ ସଙ୍ଗେ ଧୋଇ ନ ଦେଲେ ତହିଁର ଅଙ୍ଗରେ ଭୁକ୍ତ ଅନ୍ନାଦିର କଣାମାନ ଲାଗିରହି ଶୁଖିଗଲେ କର୍କଶ ହୋଇଯାଏ ଓ ଉକ୍ତ ରକାଟକୁ ବାସନରୁ ଛଡ଼ାଇବା ପାଇଁ ବାସନକୁ କିଛିକାଳ ପାଣିରେ ବତୁରାଇବାକୁ ହୁଏ]
- ୨. ଅତି ଟାଣୁଆ —୨. Very hard.
- ୩. ସ୍ୱର୍ଶ କଲେ ଯାହା କର୍କଶ ଜଣାଯାଏ —୩. Rough. to touch.
- ୪. ମଳଯୁକ୍ତ; ମଳିଆ — ୪. Dirty.
ପ୍ରାଦେଶିକ - (ସମ୍ୱଲୁପୁର ଓ ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]କୋଳଥ —Horse-gram; Dolichos Biflorus.