Jump to content

ରକବା ଜମାଖରଚ

ଉଇକିଅଭିଧାନ‌ରୁ

ରକବା ଜମାଖରଚ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଅ) (କଚିରିଆ)

[ସମ୍ପାଦନା]

ଯେଉଁ ଜମିଦାରିଆ କାଗଜରେ ମୌଜାର ଭିନ୍ନ ଭିନ୍ ଶ୍ରେଣୀର ଜମିର ପରିମାଣ ଲେଖାଥାଏ ଓ ସମସ୍ତ ପ୍ରକାରର ଜମିର ମୋଟ ପରିମାଣ ମଧ୍ୟ ହିସାବ କରାଯାଇଥାଏ —A statement in which the

areas of different classes of lands and the whole area of the lands of a village are specifically mentioned.