ରକ୍ତକାନ୍ତା
ଦେଖଣା
ରକ୍ତକାନ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତକାନ୍ତା
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନାଲି ପୁରୁଣୀ ଶାଗ —Red variety of hogweed; Serpent Ophyoxilon; Baerhavia Alata Rubra.
[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ନକୁଳ ବା ନେଉଳ ସାପଦ୍ୱାରା ଦଷ୍ଟ ହେଲେ ଏହି ଗଛର ଚେରକୁ ଖାଇ ସର୍ଷ—ଦଂଶନଜ୍ୱାଳାରୁ ମୁକ୍ତ ହୁଏ ସାଧାରଣତଃ ଏ ଗଛକୁ 'ଅମରମୌଷଧି' କହନ୍ତି]