ରକ୍ତଖାଇ
ଦେଖଣା
ରକ୍ତଖାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତଖାଇ
|
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଔଷଧ ଗୁଳ୍ମ ବିଶେଷ — A sort of medicinal plant.
[ଦ୍ରଷ୍ଟବ୍ୟ — ଏହା ୧ ୧/?/ ହାତ ପର୍ଯ୍ୟନ୍ତ ଉଚ୍ଚ ହୁଏ ଏଥିର ମୂଳ କର୍କଶ ଓ ଖଣ୍ଡଖଣ୍ଡିଆ ଏଥୁର ମୂଳକୁ ଓ ଫଳ ଭିତରେ ଥିବା ମଞ୍ଜିକୁ ଚନ୍ଦନ ପରି ବାଟି ଲେପ ଦେଲେ ଗୋଡ଼— ହାତରେ ଗଡ଼ିଥିବା ଗଳିଆ ରକ୍ତ ଓ ତଜ୍ଜନିତ ଫୁଲା ଶୁଖିଯାଏ ]