Jump to content

ରକ୍ତଗଡ଼ିବା

ଉଇକିଅଭିଧାନ‌ରୁ

ରକ୍ତଗଡ଼ିବା

ଉଚ୍ଚାରଣ

[ସମ୍ପାଦନା]

[ରକ୍ତଗଡ଼ା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗୋଡ଼ ଆଦି ଗୋଦର ହେବା; ବାତଜର ହେତୁ ହାତ, ଗୋଡ଼, କୋଷ, ଲିଙ୍ଗ, ସ୍ତନ ଆଦି ବେଦନାଯୁକ୍ତ ହୋଇ ଫୁଲିଯିବା — The swelling of the limbs (legs, hands, scrotum, penis, female breast) due to elephantiasis.

[ଦ୍ରଷ୍ଟବ୍ୟ —ହାତଗୋଡ଼କୁ ରକ୍ତ ଗଡ଼ିବାକୁ ଗୋଦର, କୋଷକୁ କୁରୁଣ୍ଡ, ଲିଙ୍ଗକୁ ହାତିଶୁଣ୍ଢା, ସ୍ତନକୁ ଥନହରା ବୋଲାଯାଏ]