Jump to content

ରକ୍ତଗ୍ରୀବ

ଉଇକିଅଭିଧାନ‌ରୁ

ରକ୍ତଗ୍ରୀବ

ଉଚ୍ଚାରଣ

[ସମ୍ପାଦନା]
[ରକ୍ତଗ୍ରୀବା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ରକ୍ତ+ଗ୍ରୀବା)

[ସମ୍ପାଦନା]

ଯାହାର ବେକ ନାଲି —Red-throated.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପାରା — Pigeon (Apte.)