ରକ୍ତଚକ୍ଷୁ କାଢ଼ିବା
ଦେଖଣା
ରକ୍ତଚକ୍ଷୁ କାଢ଼ିବା
ଉଚ୍ଚାରଣ
[ସମ୍ପାଦନା]ରକ୍ତଚକ୍ଷୁ ଦେଖା(ଖେ)ଇବା, ରକ୍ତଚକ୍ଷୁ ବାହାର କରିବା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ରକ୍ତଚକ୍ଷୁ କାଢ଼ିବା
|
=== ଦେଶଜ - କ୍ରି—(ଲକ୍ଷଣାର୍ଥ)
କୌଣସି ବ୍ୟକ୍ତି ଉପରେ ଅତି କ୍ରୁଦ୍ଧ ହେବା; ନାଲିଆଖି କାଢ଼ିବା —(figurative) To show red eyes; to burn with rage.