Jump to content

ରକ୍ତତେଜ

ଉଇକିଅଭିଧାନ‌ରୁ

ରକ୍ତତେଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥେ)

[ସମ୍ପାଦନା]
୧. ଶରୀରରେ ବିଶୁଦ୍ଧ ରକ୍ତର ଉପସ୍ଥିତି ଜନିତ ସ୍ଥାସ୍ଥ୍ୟ —୧. (figurative) Healthy and sound condition of the body due to healthy blood.
୨. ଯୌବନ ଜନିତ ବା ରକ୍ତର ସୁସ୍ଥାବସ୍ଥାଜନିତ ଆଭା ବା ସ୍ମ୍ଫୂର୍ତ୍ତି —୨. Sprightliness due to healthy blood (on account of youth or sound health); exuberance of spirits due to health blood in the system.