Jump to content

ରକ୍ତଦୃକ୍

ଉଇକିଅଭିଧାନ‌ରୁ

ରକ୍ତଦୃକ୍

ଉଚ୍ଚାରଣ

[ସମ୍ପାଦନା]

(ରକ୍ତନେତ୍ର— ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ(ରକ୍ତ+ଦୃଶ୍ ଧାତୁ+କର୍ତ୍ତୃ. କ୍ୱିପ୍; ରକ୍ତଦୃଶ୍ ଶଦ୍ଦ)

[ସମ୍ପାଦନା]

ରକ୍ତବର୍ଣ୍ଣ ଚକ୍ଷୁ ବିଶିଷ୍ଟ —Having blood-shot eyes, having blood-red eyes.

ବିଶେଷ୍ୟ -

[ସମ୍ପାଦନା]
୧. କପୋତ; କାପତା ଚଢ଼େଇ —୧. Dove.
୨. ପାରା —୨. Pigeon (Apte).