Jump to content

ରକ୍ତପ

ଉଇକିଅଭିଧାନ‌ରୁ

ରକ୍ତପ

ଉଚ୍ଚାରଣ

[ସମ୍ପାଦନା]
(ରକ୍ତପା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ.— (ରକ୍ତ + ପା ଧାତୁ + କର୍ତ୍ତୁ. ଅ)

[ସମ୍ପାଦନା]

ରକ୍ତ— ପାନକାରୀ; ଯେ ରକ୍ତ ପିଏ —Blood-drinking; blood-sucking.

ବିଶେଷ୍ୟ -

[ସମ୍ପାଦନା]

ରାକ୍ଷସ —A blood-sucking goblin or demon.