ରକ୍ତପଟା ଜାଗିରି
ଯୁଦ୍ଧରେ ରାଜାଙ୍କୁ ସାହାଯ୍ୟ କରିଥିବା ଯୋଦ୍ଧାଦ୍ୱାରା ନିହତ ଶତ୍ରୁର ରକ୍ତରେ ଲେକା ସନନ୍ଦଦ୍ୱାରା ଦିଆ ଯିବା ଜାଗିରି — The service-tenure granted to a warrior in writing done with the blood of his victim.