ରକ୍ତପାୟୀ
ଦେଖଣା
ରକ୍ତପାୟୀ
ଉଚ୍ଚାରଣ
[ସମ୍ପାଦନା](ରକ୍ତପାୟିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ରକ୍ତ + ପା ଧାତୁ=ପିଇବା+କର୍ତ୍ତୃ. ଇନ୍)
[ସମ୍ପାଦନା]- ୧. ଯେଉଁ ଜୀବ ରକ୍ତ ପାନକରେ —୧. Blood- sucking; drinking blood.
- ୨. ଯେଉଁ କୀଟ ବା ଜୀବମାନେ ଅନ୍ୟଜୀବର ଦେହରୁ ରକ୍ତପାନ କରନ୍ତି (ଯଥା—ମଶା, ଛାରପୋକ, ଟିଙ୍କ, ଇତ୍ୟାଦି) — ୨. Any blood-sucking animal.
- ୩. ଉକୁଣି —୩. Louse.
- ୪. ଛାରପୋକ —୪. Bed bug.
- ୫. ଜୋକ —୫. Leech.