Jump to content

ରକ୍ତପିପାସୁ

ଉଇକିଅଭିଧାନ‌ରୁ

ରକ୍ତପିପାସୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ରକ୍ତ ପାନ କରିବାକୁ ଇଚ୍ଛୁକ — ୧. Blood-thirsty.
୨. ନରହତ୍ୟା କରିବାକୁ ଅଗ୍ରସର —୨. Thirsty after human blood.
୩. ଜିଘାଂଷୁ —୩. Murderous.