ରକ୍ତବହ
(ରକ୍ତବାହୀ—ଅନ୍ୟରୂପ)
(ରକ୍ତ ବହା, ରକ୍ତ ବାହିକା, ରକ୍ତ ବାହିନୀ—ସ୍ତ୍ରୀ)
ଯେଉଁ ବାଟେ ରକ୍ତ ବୋହିଯାଏ (ନାଡ଼ିଆଦି) —Conveying blood; by means of which blood is circulated through the system.