ରକ୍ତଯିବା
ଦେଖଣା
ରକ୍ତଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତଯିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରକ୍ତ ବୋହିବା —୧. Flowing of blood.
- ୨. ସ୍ତ୍ରୀମାନଙ୍କର ଋତୁକାଳରେ ରକ୍ତସ୍ରାବ —୨. Flow of menstrual blood.
- ୩. ପ୍ରସବାନ୍ତେ କିଛିଦିନ ଜରାୟରୁ ରକ୍ତ ମିଶ୍ରିତ ରସ ବହିବା —୩. Discharge of lochia.