Jump to content

ରକ୍ତର ଗରମି

ଉଇକିଅଭିଧାନ‌ରୁ

ରକ୍ତର ଗରମି

ଉଚ୍ଚାରଣ

[ସମ୍ପାଦନା]

(ରକ୍ତ ତେଜ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯୁବା ବୟସ ଓ ସ୍ୱାସ୍ଥ୍ୟ ଯୋଗୁଁ ରକ୍ତର ବିଶୁଦ୍ଧତା ଜନିତ ସ୍ଫୁର୍ତ୍ତି —୧. Exuberence of spirits due to youth.
୨. ସାମାନ୍ୟ କଥାରେ ଜନ୍ମିବା ଯୁବକ— ସୁଲର ଉତ୍ତେଜନା —୨. Passionateness due to youth.
୩. (ମନ୍ଦ ଅର୍ଥ) ଯୁବକସୁଲଭ ଚାପଲ୍ୟ ବା ଔଦ୍ଧତ୍ୟ —୩. (bad sense) Youthful agility or arrogance.