ରକ୍ତଷ୍ଠୀବି
ଘାତକ ସନ୍ନିପାତ ରୋଗ ବିଶେଷ —A kind of fatl collapse (disease).
[ଦ୍ରଷ୍ଟବ୍ୟ —ଏ ରୋଗୀର ମୁହଁରୁ ଛେପ ସଙ୍ଗେ ବହୁପରିମାଣରେ ରକ୍ତ ବାହାରେ; ଦୀର୍ଘନିଶ୍ୱାସ ଓ ପେଟ ଫୁଲା ହୁଏ; ଜିଭରେ ଚକା ଦାଗମାନ ପଡ଼ିଯାଏ ଓ ସେଥିରୁ ରକ୍ତ ବାହାରେ ଏ ରୋଗ ଅସାଧ୍ୟ—ହିନ୍ଦୀ - ଶ]