ରକ୍ତାକ୍ଷ
ଦେଖଣା
ରକ୍ତାକ୍ଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ରକ୍ତ+ଅକ୍ଷି)
[ସମ୍ପାଦନା]- ୧. ରକ୍ତବର୍ଣ୍ଣ ଚକ୍ଷୁ — ୧. Red eye.
- ୨. (ବହୁବ୍ରୀହି) କପୋତ — ୨. Dove.
- ୩. ପାରା —୩. Pigeon.
- ୪. ଚକୋରର ପକ୍ଷୀ —୪. The Hymalayan partridge; Caccabis Chucar.
- ୫. ସାରସ ପକ୍ଷୀ — ୫. The crane.
- ୬. ମହିଷ —୬. Buffaloe.
- ୭. କ୍ରୂର ବ୍ୟକ୍ତି —୭. A cruel person.
- ୮. ଦୂର୍ବୃତ୍ତ ବ୍ୟକ୍ତି —୮. A wicked person.
- ୯. ରୋହୀମାଛ (ଦ୍ରବ୍ୟଗୁଣ) —୯. Rohi fish.
(ରକ୍ତାକ୍ଷୀ—ସ୍ତ୍ରୀ)
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ରକ୍ତବର୍ଣ୍ଣ ଚକ୍ଷୁବିଶିଷ୍ଟ; ରକ୍ତଲୋଚନ — ୧. Red-eyed.
- ୨. କ୍ରୂର —୨. Cruel.
- ୩. ଖଳ —୩. Wicked.
- ୪. ଅତ୍ୟାଚାରୀ — ୪. Tyrannical.
- ୫. ଅଭଦ୍ର; ଅଶିଷ୍ଟ —୫. Barbarous; uncivil.