ରକ୍ତାପାମାର୍ଗ
ଦେଖଣା
ରକ୍ତାପାମାର୍ଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତାପାମାର୍ଗ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନାଲି ଅପମାରଙ୍ଗ ଗୁଳ୍ମ —Red variety of a medicinal plant; Achyranthes Aspera Rubra.
[ଦ୍ରଷ୍ଟବ୍ୟ —ଏହା ମାରିଷାଦି ବର୍ଗର କଣ୍ଟକୀ ଶାକଗୁଳ୍ମ ଏହାର ପତ୍ର ଓ ଡାଙ୍ଗ ନାଲିଆ ବୈଦ୍ୟଶାସ୍ତ୍ର ମତେ ଏହା ବାୟୁ ବର୍ଦ୍ଧକ, ବିଷ୍ଟମ୍ଭକାରକ, କଫକର, ଶୀତବୀର୍ଯ୍ୟ ଓ ରୂକ୍ଷ ଏହା
ଅନୁବାଦ
[ସମ୍ପାଦନା]ରକ୍ତାପାମାର୍ଗ
|
ଓ. ନାଲିଅପାମାରଙ୍ଗ * ବଙ୍ଗାଳୀ: রক্তাআমাগু
ମ. ତାବଡ଼ା, ଅଘାଡ଼ା ରକ୍ତ ଲଟଜୀର ଗୁ ଝିପଟୋ ତେଲୁଗୁ - ଉତ୍ରାୟନୀ, କେମ୍ପିଗୁତ୍ତରଣେ] |
ଶ୍ୱେତ ଅପାମାର୍ଗ ଅପେକ୍ଷା କିଞ୍ଚିତ ଅଳ୍ପ ଗୁଣ ବିଶିଷ୍ଟ ଏହାର ବୀଜ ମଧୁର— ରସ, ମଧୁରବିପାକ, ଦୁଷ୍ପାଚ୍ୟ, ବିଷ୍ଟମ୍ଭୀ, ବାୟୁବର୍ଦ୍ଧକ ଓ ରକ୍ତପିତ୍ତ— ପ୍ରସାଦକ—ଦ୍ରବ୍ୟଗୁଣ]