Jump to content

ରକ୍ତାଭ

ଉଇକିଅଭିଧାନ‌ରୁ

ରକ୍ତାଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ରକ୍ତ+ଆଭା=କାନ୍ତି; ତେଜ)

[ସମ୍ପାଦନା]
୧. ରକ୍ତବର୍ଣ୍ଣ ବିଶିଷ୍ଟ —୧. Red-coloured.
୨. ଗୋଲାପୀ (ରଙ୍ଗ); ଈଷତ୍ ନାଲିଆ —୨. Reddish; slightly red; rosy.

ବିଶେଷ୍ୟ -

[ସମ୍ପାଦନା]

ସାଧବଘର ବୋହୂ ପୋକ —Cochineal insect.