Jump to content

ରକ୍ତାଭା

ଉଇକିଅଭିଧାନ‌ରୁ

ରକ୍ତାଭା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରକ୍ତ+ଆଭା)

[ସମ୍ପାଦନା]
୧. (କର୍ମଧା) ରକ୍ତବର୍ଣ୍ଣ — Red colour.
୨. (ବହୁବ୍ରୀହି) ନାଲି— ମନ୍ଦାର (ହିନ୍ଦୀ - ଶ.) —୨. Red china rose.

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରକ୍ତାଭ+ଆ)

[ସମ୍ପାଦନା]

ରକ୍ତାଭର ସ୍ତ୍ରୀଲିଙ୍ଗ — Feminine of Raktābha.