Jump to content

ରକ୍ତାଭିଷ୍ୟନ୍ଦ

ଉଇକିଅଭିଧାନ‌ରୁ

ରକ୍ତାଭିଷ୍ୟନ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅଶ୍ରୁବର୍ଷଣ ଜନିତ ନୟନ ଯୁଗଳର ରକ୍ତିମା —୧. Redness of the eyes due to copious flow of tears.
୨. ନେତ୍ର ରୋଗ ବିଶେଷ —୨. An eye disease.

[ଦ୍ରଷ୍ଟବ୍ୟ —ଏଥିରେ ଆଖି ନାଲି ପଡ଼ିଯାଏ, ଆଖିରୁ ନାଲି ପାଣି ଗଡ଼େ ଓ ଆଖି ଆଗରେ ନାଲି ରେଖାମାନ ଦେଖାଯାଏ—ହିନ୍ଦୀ - ଶ]