ରକ୍ତାମ୍ୱର
ଦେଖଣା
ରକ୍ତାମ୍ୱର
ଉଚ୍ଚାରଣ
[ସମ୍ପାଦନା](ରକ୍ତାମ୍ୱରା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (କର୍ମଧା)—ରକ୍ତବର୍ଣ୍ଣ ବସ୍ତ୍ର —୧. Red cloth.
- ୨. କଷାୟାମ୍ୱର; ରକ୍ତରଞ୍ଜିତ ବସ୍ତ୍ର — ୨. A cloth dyed red.
- ୩. (ପୁଂ)— କଷାୟବସନଧାରୀ ସନ୍ନ୍ୟାସୀ —୩. A mendicant waering red coloured cloth.
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ରକ୍ତ ବସ୍ତ୍ର ପରିହତ —Wearing red cloth; clad in red garments.