ରକ୍ତାର୍କ
ଦେଖଣା
ରକ୍ତାର୍କ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନାଲି ଅର୍କ ଗଛ (ଏହାର ମୂଳ ରକ୍ତବର୍ଣ୍ଣ) — Calatropis Gigantea (red veriety).
[ଦ୍ରଷ୍ଟବ୍ୟ —ଏହା ଆକନ୍ଦ ଜାତୀୟ ଗୁଳ୍ମ; ଏଥିର ଫୁଲ ରକ୍ତାଭ, ଏହା ଶ୍ୱେତ ଆକନ୍ଦ ପରି ଗୁଣକାରକ; ରକ୍ତଆକନ୍ଦର ଫୁଲ ମଧୁରତିକ୍ତରସ ଓ ଧାରକ; ଏହା କୁଷ୍ଠ, କୃମି, କଫ, ଅର୍ଶଃ, ବିଷଦୋଷ ଓ ରକ୍ତପିତ୍ତନାଶକ ଏହା ଗୁଳ୍ମ ଓ ଶୋଥର ହିତକର ଏଥିର ଅଠା ଶ୍ରେଷ୍ଠ ବିରେଚକ—ଦ୍ରବ୍ୟଗୁଣ]