Jump to content

ରକ୍ତାର୍ବ୍ୱୁଦ

ଉଇକିଅଭିଧାନ‌ରୁ

ରକ୍ତାର୍ବ୍ୱୁଦ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Raktārbbuda
  • ଆଇ.ପି.ଏ. — ɾˈɔ kˈɔ hˈʌlˈʌntɔ tˈɔ ˈakaɾ ɾˈɔ hˈʌlˈʌntɔ bˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˈɔʃʃoˌukaɾ dˈɔ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରକ୍ତକ୍ଷରଣ ଜନିତ ମୁଷ୍କସ୍ଫୀତ —୧. Heamatocele; swelling of the scortum due to effusion of blood.

୨. ରକ୍ତସ୍ରାବୀ ଆବୁ — ୨. Bloody tumour (Apte).
୩. ଏକ ପ୍ରକାର ରୋଗ, ଯହିଁରେ ଲିଙ୍ଗ ଉପରେ ଶୁକ୍ର ଦୋଷରୁ ଉତ୍ପନ୍ନ କୃଷ୍ଣବର୍ଣ୍ଣ ବ୍ରଣ ଓ ନାଲି ଘିମିରି ଫଳିଯାଏ (ହିନ୍ଦୀ - ଶ) —୩. A kind of disease attacking the male organ.
୪. ଏକପ୍ରକାର ବ୍ରଣରୋଗ — ୪. A kind of disease.

[ଦ୍ରଷ୍ଟବ୍ୟ —ଏ ରୋଗରେ ଦେହରେ ଗୁଡ଼ିଏ ବଥ ବାହାରି ତହିଁରୁ ପୂଜ ଓ ରକ୍ତ ବହେ ଓ ଦେହ ବର୍ଣ୍ଣ ହଳଦିଆ ହୁଏ—(ହିନ୍ଦୀ - ଶ)]