ରକ୍ତାଶୟ
ଦେଖଣା
ରକ୍ତାଶୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍=ରକ୍ତ+ଆଶୟ=ସ୍ଥାନ; ରକ୍ତ ରହିବାର ସ୍ଥାନ)
[ସମ୍ପାଦନା]- ୧. ହୃତ୍ପିଣ୍ଡ —୧. The heart; blood vessel.
[ଦ୍ରଷ୍ଟବ୍ୟ —ଏହା ବକ୍ଷୋଦେଶରେ ଅବସ୍ଥିତ ଏହାର ନିମ୍ନରେ ଶ୍ଳେଷ୍ମାଶୟ ଓ ତନ୍ମିମ୍ନରେ ଅମାଶୟର ସ୍ଥାନ]
- ୨. ଦେହ ମଧ୍ୟରେ ରକ୍ତସଞ୍ଚୟର ବା ରକ୍ତସଞ୍ଚାରର ଯନ୍ତ୍ର [ଯଥା—ହୃତ୍ପିଣ୍ଡ, ପ୍ଳୀହା, ଯକୃତ୍] — ୨. Any viscus containing or secreting blood. (e.g. the heart, spleen; liver).