ରକ୍ତି
ଦେଖଣା
ରକ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରଞ୍ଜ ଧାତୁ=ଅନୁରକ୍ତ ହେବା+ଭାବ. ତି)
[ସମ୍ପାଦନା]- ୧. ଅନୁରକ୍ତି; ଅନୁରାଗ; ସ୍ନେହ; ଭକ୍ତି —୧. affection; attachment; devotion.
- ୨. ଆସକ୍ତି — ୨. Addiction to.
- ୩. ଏକ କାଇଞ୍ଚ ପରିମାଣ; ରତି; ଧାତୁଆଦି ଦ୍ରବ୍ୟର ଓଜନ ପରିମାଣ ବିଶେଷ [୧ ଭରି=୧ ମସା, ୧ ମସା=୮ ରକ୍ତି] —A standard of weight; ୧/୮୦ of ୧ rupee weight; ୨ ୧/୨ grains English weight.
- ୪. ଗୁଞ୍ଜା; କାଇଁଚ —୪. A red seed used by goldsmiths in weighing metal; the seed of Abrus Precatcrius.
- ୫. ମନୋହାରିତା — ୫. Loveliness; charmingness. (Apte).