Jump to content

ରକ୍ତିକା

ଉଇକିଅଭିଧାନ‌ରୁ

ରକ୍ତିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରକ୍ତ+କ+ଆ)

[ସମ୍ପାଦନା]
୧. ନାଲି କାଇଞ୍ଚ —୧. A hooded red seed of a creeper; Abrus Precatorius.
୨. କାଇଞ୍ଚ ପରିମାଣ; ରତି ଓଜନ — ୨. A standard of weight= ୨ ୧/୨ grains.