ରକ୍ତିମ
ରକ୍ତବର୍ଣ୍ଣ ବିଶିଷ୍ଟ —Red coloured.
[ଦ୍ରଷ୍ଟବ୍ୟ —ଏ ଶବ୍ଦର ପ୍ରୟୋଗ ଭ୍ରୂମ ମୂଳକ, ସଂସ୍କୃତଭାଷାରେ 'ରକ୍ତିମା' ଶବ୍ଦ ବିଶେଷ୍ୟରୂପେ ବ୍ୟବହୃତ ହୁଏ; କେତେକ ଆଧୁନିକ ଲେଖକ 'ରକ୍ତିମ' ଶବ୍ଦ ବିଶେଷ୍ୟ ରୂପେ ବ୍ୟବହାର କରୁଥିବା ଦେଖାଯାଏ]