ରକ୍ତ ଆମାଶା

ଉଇକିଅଭିଧାନ‌ରୁ

ରକ୍ତ ଆମାଶା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରକ୍ତ ଆମାଶୟ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ତାମାଶୟ)[ସମ୍ପାଦନା]

୧. ଝଡ଼ା ସଙ୍ଗେ ରକ୍ତ ପଡ଼ିବା ରୋଗ —୧. A disease accompanied with bloody stools.
୨. ରକ୍ତାତିସାର; ନାଳରକ୍ତ ଝାଡ଼ା — ୨. Dysentery.