ରକ୍ତ କାଞ୍ଚନ
ଦେଖଣା
ରକ୍ତ କାଞ୍ଚନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତ କାଞ୍ଚନ
|
(ରକ୍ତ କଞ୍ଚଣ[ନ]—ଦେଶଜ - ରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନାଲି ଫୁଲବିଶିଷ୍ଟ କାଞ୍ଚନ ଗଛ — The red—flowered variety of mountain edony; Bouhenia variegata.
[ଦ୍ରଷ୍ଟବ୍ୟ —ଏହି କାଞ୍ଚନ ଜାତୀୟ ଦୀର୍ଘ ବନ୍ୟ ତରୁ ଏହା ଶୀତବୀର୍ଯ୍ୟ, ଧାରକ; କଷାୟରାସ, କଫଘ୍ନ ଓ ପିତ୍ତନାଶକ, ଏହା ଶ୍ୱେତ କାଞ୍ଚନସଦୃଶ ଗୁଣଯୁକ୍ତ]