ରକ୍ତ କାନ୍ଦିବା
ଦେଖଣା
ରକ୍ତ କାନ୍ଦିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତ କାନ୍ଦିବା
|
ଦେ଼.କ୍ରିୟାପଦ -
[ସମ୍ପାଦନା]- ୧. ଅତି ମାନସିକ ଯନ୍ତ୍ରଣା ଭୋଗକରିବା — ୧. To Suffer a great mental agony.
- ୨. ଅତି ବିକଳଭାବରେ କାନ୍ଦିବା — ୨. To weep very piteously;
(ପ୍ରୟୋଗ— ଅମୁକ ଜମିଦାରଙ୍କ ଜୁଲମ୍ରେ ଲୁହ ନ କାନ୍ଦି ରକ୍ତ କାନ୍ଦୁଛନ୍ତି ତୁଳନା କର ଇଂ His heart bleeds)