ରକ୍ତ କୁସୁମ
ଦେଖଣା
ରକ୍ତ କୁସୁମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତ କୁସୁମ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପାରିଭଦ୍ର; ପାଳଧୁଆ ଗଛ —୧. The coral tree; Erithrina Falgens.
- ୨. ତାମଣ ଗଛ; ଧନ୍ୱନ ବୃକ୍ଷ — ୨. A wild timber tree; Cordia Macleodii.
- ୩. ରକ୍ତକଞ୍ଚନ —୩. The red flowered variety of Kaṅchana tree.
- ୪. ରକ୍ତ ଅରଖ ଗଛ —୪. The red variety of Arka plant.