ରକ୍ତ ଗରମ ହେବା
ଦେଖଣା
ରକ୍ତ ଗରମ ହେବା
ଉଚ୍ଚାରଣ
[ସମ୍ପାଦନା][ରକ୍ତ ଚହଟିବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ରକ୍ତ ଗରମ ହେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଲକ୍ଷଣାର୍ଥ) ହଠାତ୍ କ୍ରୋଧରେ ଅସ୍ଥିର ହେବା; ପିତ୍ତ ଚହଟିବା — ୧. (figurative) Being in a fit of rage.
- ୨. ବାତୁଳ ହୋଇଯିବା —୨. Becoming mad.