ରକ୍ତ ଚକ୍ଷୁଃ

ଉଇକିଅଭିଧାନ‌ରୁ

ରକ୍ତ ଚକ୍ଷୁଃ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ରକ୍ତନେତ୍ର, ରକ୍ତ ଲୋଚନଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ରୋଗ, ନିଶା, କ୍ରୋଧ ବା ଶୋକାଦିଜନିତ) ଆଖି ରକ୍ତବର୍ଣ୍ଣ ହେବା; ରଙ୍ଗ ଆଖି — ୧. Effusion of blood in the globe of the eye; blood-shot eye; Hæmalopia.
୨. ନାଲିଆଖି; ରାଗରେ ଆରକ୍ତଲୋଚନ —୨. Eyes reddened through a fit of anger.