ରକ୍ତ ଚିତ୍ରକ
ଦେଖଣା
ରକ୍ତ ଚିତ୍ରକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତ ଚିତ୍ରକ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କ୍ଷୁପବିଶେଷ; ନାଲି ଚିତାଗୁଳ୍ମ; ରଙ୍ଗଚିତା — Plumbago Roses; Plumbago Coccinea.
(ଦ୍ର—ଏଥିର ଫୁଲ ନାଲିଆ; ଏହାର ମୂଳ ବିଷାକ୍ତ ଏହାକୁ ବାଟି ଦେହରେ ଲଗାଇ ଦେଲେ ଚମଡ଼ା ସିଝିଯାଇ ଘାଆ ଓ ଫୋଟକା ହୋଇ ଯାଏ ଏହା ମଧ୍ୟ ଔଷଧରେ ରାସାୟନାଦି କାର୍ଯ୍ୟରେ ଲାଗେ)