Jump to content

ରକ୍ତ ଜ୍ୱର

ଉଇକିଅଭିଧାନ‌ରୁ

ରକ୍ତ ଜ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]

ଏକ ପ୍ରକାର ଜ୍ୱର Scarlatina; scarlet fever.

[ଦ୍ରଷ୍ଟବ୍ୟ —ଏହି ଜ୍ୱରର ଆକ୍ରମଣର ତୃତୀୟ ଦିନ ମୁହଁ ଓ ଦେହ— ଯାକ ନାଲିଆ ବ୍ରଣମାନ ବାହାରିଯାଏ ଓ ୭ମ ଦିନ ଚମର ସ୍ତର ଉଠିଯାଏ]