Jump to content

ରକ୍ତ ତୁଣ୍ଡ

ଉଇକିଅଭିଧାନ‌ରୁ

ରକ୍ତ ତୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]
(ରକ୍ତ ତୁଣ୍ଡା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ଲୋହିତବର୍ଣ୍ଣ ମୁଖ ବିଶିଷ୍ଟ Red-mouthed.

ବିଶେଷ୍ୟ -

[ସମ୍ପାଦନା]

ଶୁକ ପକ୍ଷୀ; ଶୁଆ —Parrot.