ରକ୍ତ ନାସିକା

ଉଇକିଅଭିଧାନ‌ରୁ

ରକ୍ତ ନାସିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରକ୍ତ ନାସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ରକ୍ତ + ନାସିକା; ବହିବ୍ରୀହି)[ସମ୍ପାଦନା]

ନାଲି ନାକଯୁକ୍ତ —Having red nose.

ବିଶେଷ୍ୟ -[ସମ୍ପାଦନା]

ପେଚକ; ପେଚା —The owl.