Jump to content

ରକ୍ତ ପଛୁଳି

ଉଇକିଅଭିଧାନ‌ରୁ

ରକ୍ତ ପଛୁଳି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଖେରଧା ଓ ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ଔଷଧ ଗୁଳ୍ମ —Name of a medicinal plant; Gouānia Leptostachya

[ ଦ୍ର— ଏହି ଗଛ ୮/୧: ହାତ ପର୍ଯ୍ୟନ୍ତ ଉଚ୍ଚ ହୁଏ ଗଛର ମୂଳରୁ ଗଣ୍ଡିର ଶେଷ ପର୍ଯ୍ୟନ୍ତ ବକଳ ନାଲି ଓ ଆଗଆଡ଼କୁ ଧଳା ଏହାର ଛେଲିକୁ ଗୋଲମରିଚ ମିଶାଇ ବାଟି ପିଛୁଳି, ବାଘୀ ଓ ବ୍ରଣ ଉପରେ ଦେଲେ ସେ ସବୁ ନ ପାଚି ବସିଯାଏ]