ରକ୍ତ ପତ୍ର

ଉଇକିଅଭିଧାନ ରୁ
Jump to navigation Jump to search

ରକ୍ତ ପତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (କର୍ମଧା) ନାଲିଆ ପତ୍ର —୧. Red leaf.
୨. (ବହୁବ୍ରୀହି) ରକ୍ତ କଇଁ —୨. Red water-lily.

ବିଶେଷଣ -(ବହୁବ୍ରୀହି)[ସମ୍ପାଦନା]

୧. ନାଲି ପତ୍ରଯୁକ୍ତ —୧. Red-leafed.
୨. ନାଲି ପାଖୁଡ଼ା— ଯୁକ୍ତ —୨. Red-petalled.