Jump to content

ରକ୍ତ ପାତ

ଉଇକିଅଭିଧାନ‌ରୁ

ରକ୍ତ ପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍)

[ସମ୍ପାଦନା]
୧. ହତପ୍ରାଣୀର ଦେହରୁ ରକ୍ତ ବାହାରିବା —୧. The spilling or blood of a slaughtered animal on the ground.
୨. ରକ୍ତ ବାହାର କରିବାଦ୍ୱାରା ହତ୍ୟା ବା ଗୁରୁତର ଆଘାତ —୨. Murder or grievous hurt caused by shedding of blood; bloodshed.
୩. ରକ୍ତନିର୍ଗମନ; ରକ୍ତ ବୋହିବା ରକ୍ତସ୍ରାବ —୩. Flowing of blood; haemorrhage.
୪. ଗର୍ଭରୁ ପ୍ରସବକାଳୀନ ରକ୍ତରନିଃସରଣ — ୪. Uterine haemorrhage.