Jump to content

ରକ୍ତ ପାଦ

ଉଇକିଅଭିଧାନ‌ରୁ

ରକ୍ତ ପାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (କର୍ମଧା; ରକ୍ତ+ପାଦ)

[ସମ୍ପାଦନା]
୧. ନାଲିଆ ଗୋଡ଼ — ୧. Red leg.
୨. (ବହୁବ୍ରୀହି) ଶୁକପକ୍ଷୀ — ୩. Parrot.
୩. ଯୁଦ୍ଧରଥ —୩. A war-chariot (Apte).
୪. ହସ୍ତୀ —୪. An elephant (Apte).

===ବିଶେଷଣ - (ବହୁବ୍ରୀହି)

ଲୋହିତ ଚରଣଯୁକ୍ତ —Red-legged.