ରକ୍ତ ପିଇବା

ଉଇକିଅଭିଧାନ‌ରୁ

ରକ୍ତ ପିଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ହତ ଜୀବଦେହରୁ ରକ୍ତପାନ କରିବା — ୧. To drink blood.
୨. ଜୀବ ଦେହରୁ ରକ୍ତ ଶୋଷଣ ଇରିବା —୨. To suck blood out of an animal's body.
୩. (ଲକ୍ଷଣାର୍ଥେ) (ଯେଉଁପରି ଜୀବଙ୍କ ତୋଟି କଣା କରି ବାଘ ରକ୍ତ ପିଏ) କୌଣସି ବ୍ୟକ୍ତିକୁ ହତ୍ୟା କରିବା — ୩. (Figurative) To kill a person.
୪. (ଲକ୍ଷଣାର୍ଥେ) ମନୁଷ୍ୟକୁ ଅନ୍ତଃସାରଶୂନ୍ୟ ବା ହୀନବଳ କରିବା — ୪. To make a person lose strength (figurative).

(ଯଥା—ମୁଁ ଋଣ— ଜାଲରେ ୛ଡ଼ିତ ହେବାରୁ ମହାଜନମାନେ ମୋ ଦେହରୁ ରକ୍ତ ପିଇଗଲେଣି)

୫. (ଗାଳି) ଆର୍ତ୍ତବପାନ— ରୂପକ ଘୃଣାଜନକ କାର୍ଯ୍ୟ କରିବା —୫. (a term of vile reproach) To drink the menstrual discharge.